ବ୍ରହ୍ମପୁରରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ପରିବର୍ଦ୍ଧିତ ବୈଠକ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ରାଜ୍ୟ କାର୍ଯ୍ୟକାରୀ କମିଟିର ପରିବର୍ଦ୍ଧିତ ବୈଠକ ଚଳିତ ଜୁନ ୩୦ ତାରିଖ ପୁର୍ବାହ୍ନରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକସ୍ଥିତ ରେଭେନ୍ୟୁ ଆଇବି ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଗଠନର ଆଗାମୀ ରଣନୀତି କିଭଳି ହେବା ଦରକାର , କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମସ୍ୟା , ସଂଗଠନକୁ କୁଭଳି କ୍ରିୟାଶୀଳ କରାଯାଇପାରିବ ଓ ରାଜ୍ୟସ୍ତରୀୟ ପୁର୍ଣ୍ଣାଙ୍ଗ କମିଟି ଗଠନ ସମ୍ପର୍କରେ ଆଲୋଚନା କରାଯିବ ।