ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତିଙ୍କୁ ସ୍ୱାଗତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଗୀତାଞ୍ଜଳୀ ଦାଶ କୁଳପତି ଦାୟିତ୍ୱ ଗ୍ରହଣ କରିଥିବାର ସ୍ଥାନୀୟ ଶିକ୍ଷାବିତ୍ ତଥା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସିଣ୍ଡିକେଟ ସଭ୍ୟ ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ପ୍ରଫେସର ଦାଶଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପୂର୍ବପରି ବିଶ୍ୱ ବିଦୟାଳୟ ପରିବେଶକୁ ଶିକ୍ଷା ବାତାବରଣରେ ଉନ୍ନତି ଆଣିବା, ଉଚ୍ଚ ଶିକ୍ଷା ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା, ଗବେଷଣାକୁ ଅଧିକ ପ୍ରତ୍ସାହିତ କରିବା, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଯୁଗପୋଯୋଗୀ ନୂତନ ବିଷୟ ଖୋଲିବା, ସ୍ଥାଣୁ ଅବସ୍ଥାରେ ଥିବା ଉଦ୍ଭିଦ ବିଜ୍ଞାନ ବଗିଚାକୁ ସୌନ୍ଦର୍ଯ୍ୟକରଣ କରିବା ଛାତ୍ର ଓ ଛାତ୍ରୀବାସର ଆଧୁନିକରଣ ସହ ଶିକ୍ଷା ସହ ଉଚିତ ଥିବା ହରିଣ ପାର୍କ ପୁନର୍ବାର ଚାଲୁ କରିବା ସହ ବିଶ୍ୱ ବିଦ୍ୟାଳୟକୁ ରାଜ୍ୟସ୍ତରୀ ତଥା ଜାତୀୟସ୍ତରରେ ଫୋକସ ଦେବାପାଇଁ ଶିକ୍ଷାବିତ ଶ୍ରୀ ପାଣିଗ୍ରାହୀ କୁଳପତିଙ୍କୁ ଅଧିକ ସ୍ୱତନ୍ତ୍ର ସହଯୋଗ ଦେବା ପାଇଁ ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ