ବ୍ର୍ରହ୍ମପୁର ଓକିଲ ସଂଘ ତରଫରୁ ସଂପାଦକ କୈଳାଶ ପାଣିଗ୍ରାହି ,ଓ ସଭାପତି ଭାବେ ମନୋନୀତ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓକିଲ ସଂଘ ତରଫରୁ ସଭାପତି ଭାବେ ରବିନ୍ଦ୍ର ପାଣିଗ୍ରାହି , ସଂପାଦକ ଭାବେ କୈଳାଶ ପାଣିଗ୍ରାହି , ଉପସଭାପତି ଚିତରଞ୍ଜନ ଶତପଥୀ , ଆସେଟ ସିକ୍ରେଟେରୀ କିରଣ କୁମାର ମଣ୍ଡଲ ଓକିଲ ସଂଘ ନିର୍ବାଚନ ରେ ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ