ବ୍ଲକ ପ୍ରଶାସନ ଶୁଣିଲାନି ନିଜେ ବନାଇଲେ ଚୁଆଁ : କାହାପାଇଁ ବସୁଧା ଯୋଜନା ?
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ପ୍ରତେକ ଗ୍ରାମ କୁ ରାସ୍ତା ପକା ଘର ଠାରୁ ନେଇ ବିଭିନ୍ନ ଯୋଜନା ମାଧ୍ୟମ ରେ ବିକାଶ କରିଥିବା ନେଇ ପ୍ରଚାର ପ୍ରସାର କରୁଛନ୍ତି I ସେଇ ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କରି ଗାଁ ଠାରୁ ସହର କୁ ପାଣି ଯୋଗାଇଥିବା ଦର୍ଶାଇଛନ୍ତି I ହେଲେ ମୋହନା ବ୍ଲକ ର ପ୍ରଶାସନ ଅଧିକାରୀ ଙ୍କ ମନ ମୁଖୀ ପାଇଁ ଗାଁ ଗହଳି ର ଲୋକେ ପାଣି ଟୁପେ ପାଇବ ରୁ ବଞ୍ଚିତ ରହିଛନ୍ତି I ମୋହନା ବ୍ଲକ ର ଡମ୍ବଗୁଡା ପଂଚାୟତ ର ବୁଲେରିପଦା ଗ୍ରାମ ଏହି ଗ୍ରାମ ରେ ଘର ସଂଖ୍ୟା ରହିଛି ୧୦ଆଉ ଲୋକ ସଂଖ୍ୟା୭୦ରି ରୁ ଉର୍ଦ୍ଧ ଗ୍ରାମରେ ବହୁ ବର୍ଷ ତଳେ ଖନ୍ଦନ କରାଯାଇଥିଲା I ନଳକୂପ ତାହା ମଧ୍ୟ ଟୁପେ ପାଣି ବାହାରିଲା ନାହିଁ I ଫୁଣି ପାହାଡ଼ ରୁ ପାଈପି ପକାଇ ଗ୍ରାମ କୁ ଝରଣା ପାଣି ଆଣିଥିଲେ ତାହା ମଧ୍ୟ ପ୍ରଚଣ୍ଡ ଖରା ରେ ପାଣି ନଅସିବାରୁ ଗ୍ରାମ ବାସୀ ବହୁ ବାର ସରପଞ୍ଚ ଠାରୁ ନେଇ ବ୍ଲକ ପ୍ରଶାସନ କୁ ଗୁହାରି ଜଣାଇଲେ କିନ୍ତୁ କୋଣସୀ ସଫଳ ମେଳିଲା ନାଇଁ ଶେଷରେ ଗ୍ରାମ ବାସୀ ଏକତ୍ରିତ ହୋଇ ତିନ ଦିନ ଲାଗି ପଡି ଗ୍ରାମ ଠାରୁ୫ସହ ମିଟର ଦୂର ରେ ଜଙ୍ଗଲ ମଝିରେ ବିଲ ମାଟି ଖଳି ଚୁଆଁ ଖୁଳି କାଦ ଅସନା ପାଣି ବେବହାର କରୁଛନ୍ତି I ଯେଉଁ ପାଣି ଗାଈ ଗୋରୁ ପିଇବେ ନାହିଁ I ସେଇ ପାଣି ପାଇବା କୁ ପଡୁଛି I ଗ୍ରାମ ବାସୀଙ୍କୁ ତେବେ କାହା ସ୍ୱାର୍ଥ ରେ ବସୁଧା ଯୋଜନାଜଳ ଯୋଗାଣ ବିଭାଗ ଓ ବ୍ଲକ ଅଧିକାରୀ ଙ୍କ ଟିକିଏ ଅବହେଳା ପାଇଁ ଗ୍ରାମ ବାସୀ ନିଜେ ଯୁଗାଡ଼ କରୁଛନ୍ତି I ନିଜ ପାଇଁ ପାଣି ତେବେ ଏହି ଗ୍ରାମ ର ସମସ୍ୟା କେବେ ଦୂର ହେବ ଆଉ ଭଲ ପାଣି ଟୁପେ ମିଳିବ ତାକୁ ଏବେ ନଜର ଗ୍ରାମ ବାସୀଙ୍କ I


