ଭାରତର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଏନଏସଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଆଶିଷକୁମାର ଟୌହାନଙ୍କ ଉକ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):“ଭାରତର ୭୮ ତମ ସ୍ୱାଧୀନତା ଦିବସ ଅବସରରେ, ଆସନ୍ତୁ ସମସ୍ତେ ମିଳିମିଶି ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଯେଉଁମାନେ ଏକ ପ୍ରଗତିଶୀଳ ତଥା ସମୃଦ୍ଧ ଦେଶର କଳ୍ପନା କରିଥିଲେ ସେମାନଙ୍କ ସ୍ମୃତିଉଚ୍ଚାରଣ କରିବା । ଶକ୍ତିଶାଳୀ ତଥା ଅଧିକ ଅନ୍ତର୍ଭୂକ୍ତ ପୁଞ୍ଜି ବିନିଯୋଗକାରୀଙ୍କ ସଚେତନତା ତଥା ରାଷ୍ଟ୍ର ନିର୍ମାଣ ଦିଗରେ ଏନଏସଇ ନିରନ୍ତର ପ୍ରୟାସରେ ସୁରକ୍ଷା ଜାରି ରଖିଛି । ସମସ୍ତଙ୍କୁ ସ୍ୱାଧୀନତା ଦିବସ ଶୁଭକାମନା !”