ଭାରତ ର ବ୍ୟାଟିଂ ବିପର୍ଯ୍ୟୟ
(ଯୁଗାବ୍ଦ ନ୍ୟୁଜ) ଇଂଲଣ୍ଡ ରେ ଚାଲିଥିବା ବିଶ୍ୱକପର ପ୍ରଥମ ସେମିଫାଇନାଲ ରେ ଗତକାଲି ଆମିମାସିଂତ ରନ ୨୧୧ ୫ ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜଲ୍ୟାଣ୍ଡ ଟିମ । ଆଜି ଥିବା ରିର୍ଜଭ ଡେ ରେ ରବିନ୍ଦ୍ର ଜାଡେଜା ନିଜ ବୋଲିଂ ର ଯାଦୁ ଦେଖେଇଛନ୍ତି । ପ୍ରଥମେ ଫର୍ମ ରେ ଥିଲା ରସ ଙ୍କୁ ରନ ଆଉଟ କରିବା ପରେ ଲାଥୋମ ଙ୍କ କ୍ୟାଚ ଧରି ତାଙ୍କୁ ପାଭିଲିୟନ ପାଠାଇ ଥିଲେ । ତେବେ ଆଜି ଭାରତୀୟ ବୋଲରଙ୍କ ଜବରଦସ୍ତ କମବ୍ୟାକ କରିଥିଲେ । କ୍ୟୁୟୁ ଟିମ ୫୦ ଓଭରରେ ୮ ୱିକେଟ ହରାଇ ୨୩୯ ରନ ର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ କୁ । ମିଳିଥିବା ତାଜା ସୂଚନା ଅନୁସାରେ ଭାରତୀୟ ଟିମ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିବାକୁ ପଡିଛି । ଦଳ ୪ ଓଭର ପରିସମାପ୍ତି ସୁଧା ୩ ଟି ମୂଲ୍ୟବାନ ୱିକେଟ ହରାଇ ୬ ରନ ସଂଗ୍ରହ କରିଛି ।


