ଭାଲୁ ଆକ୍ରମଣ ରେ ଗାଈ ଚରାଳୀ ଗୁରୁତର

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଭାଲୁ ଆକ୍ରମଣ ରେ ଗାଈ ଚରାଳୀ ଗୁରୁତର। ଗୋଲାମୁଣ୍ଡା ବ୍ଲକ ଗୋଣ୍ଡୁଲ ଗାଁ ଭୁଜ ମାଝୀ (୩୦) ଜଙ୍ଗଲ କୁ ହଳ ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ ର ଶୀକାର। ଗୁରୁତର ଧର୍ମଗଡ ହସ୍ପିଟାଲ ରେ ଭର୍ତି। ଗୁରୁତର ଙ୍କ ମୁଣ୍ଡ ରେ ଗଭୀର ଆଘାତ ହୋଇଥିବାରୁ ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ