ଭୁବନେଶ୍ୱର ହୋମ୍ ମେକର୍କୁ ୧ଠ ଲକ୍ଷ

ଭୁବନେଶ୍ୱର, (ଯୁଗାଦ୍ଦ ନୁଜ୍): ଭାରତର ସର୍ବବୃହତ ବିସ୍କୁଟ ବ୍ରାଣ୍ଡ, ବ୍ରିଟାନିଆର ମ୍ୟାରୀଗୋଲ୍ଡ ଏହାର ମାଇଁ ମ୍ୟାରୀ ଗୋଲ୍ଡ, ମାଇଁ ଷ୍ଟାର୍ଟ ଅପ୍ ପଦକ୍ଷେପର ଦଶ ଜଣ ବିଜେତାଙ୍କୁ ଘୋଷଣା କରିଛି । ତନ୍ମଧ୍ୟରୁ ଭୁବନେଶ୍ୱରରୁ ବିଜୟୀନି ସାହୁ ଅନ୍ୟତମ । ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଭାରତର ହୋମ୍ ମେକର୍ମାନଙ୍କୁ ସେମାନଙ୍କ ଆର୍ôଥକ ସ୍ୱାଧୀନତା ତଥା ଉଦ୍ୟୋଗୀ ହେବାର ସ୍ୱପ୍ନ ସଶକ୍ତ କରିବା ପାଇଁ ଏହି ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ନଭେମ୍ବରରୁ ଫେବୃଆରୀ ମଧ୍ୟରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀଙ୍କୁ ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ