ମକର ସଂକ୍ରାନ୍ତିରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ବୁଧବାର ମକରସଂକ୍ରନ୍ତି ଉପଲକ୍ଷେ ବିଜିପୁର ଜଗନ୍ନାଥ ମନ୍ଦିରରେ ପୁଜା,ଆଳତୀ, ପରେ ମକର ପ୍ରସାଦ ବଣ୍ଟାଯାଇଥିଲା । ପରେ ଗୋସାଣୀ ନୂଆଗାଁ ଦିବ୍ୟଜୀବନ ସଂଘ ପକ୍ଷରୁ ଭକ୍ତ ମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ୧୦୮ ଆଳତୀ ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମାଶଙ୍କର ଦାସ,ସହଦେବ ପାତ୍ର,ଶରତ ପଟ୍ଟନାୟକ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ