ମଦ ଜବତ, ଜଣେ ଗିରଫ

ଶେରଗଡ଼,(ଦେବୀ ପ୍ରସାଦ ଦାଶ):କରୋନ ସମସ୍ତେ ନାକଦମ।ସୋମବାର ଦିପହର ରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ପୋଲିସ ଏଏସଆଇ ବିଷ୍ଣୁ ପ୍ରସାଦ ଦାସ ମିଳିତ ଚଢ଼ାଉ ରେ ଧନନ୍ତର ଗ୍ରାମରେ ବେଆଇନ ମଦ ବିକ୍ରି କରୁଥିବାରେ ଜଣଙ୍କୁ ଗିରଫ କରାଯାଇଛି।ସେ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ ସାହୁ।ତାଙ୍କ ନିକଟରୁ୧୦୦ ପ୍ୟାକେଟ ମଦ ଜବତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ