ମଦ ଜବତ : ୪ ଗିରଫ ,୨ କୋର୍ଟ ଚାଲାଣ

ବେଲଗୁଣ୍ଠା (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ଥାନା ପୋଲିସ ଗତକାଲି ରାତିରେ ପଣିବନ୍ଧ ଗ୍ରାମରେ ଚଢାଉ କରି ଚଉଦ ଲିଟର ଦେଶୀ ମଦ ଜବତ କରିଛି । ଏହି ମାମଲାରେ ଦୁଇଟି ସ୍ଥାନରେ ପୋଲିସ ଚଢାଉ କରି ୨ ଜଣକୁ ଗିରଫ କରିଛି । । ପଣିବନ୍ଧ ଗ୍ରାମର ଭଜରାମ ସ୍ୱାଇଁ ୪୧/୧୯ଓ ଇନ୍ଧନପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ଠାରୁ ୧୮ ଲିଟର ମଦ ଜବତ କରିବା ସହ ୫୦/୧୯ ର ଏକ ମାମଲା ରୁଜୁ କରିଛି । ୨ ଜଣଙ୍କୁ ପୋଲିସ ଆସ୍କା କୋର୍ଟ ଚାଲାଣ କରିଛି । ପୂର୍ବରୁ ୱାରେଣ୍ଟି ଥାଇ ଫେରାର ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ