ମନ୍ଦିରରୁ ଚୋରି ଘଟଣାରେ ଯୁବକ ଗିରଫ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଏକ ଗ୍ରାମର ଏକ ମନ୍ଦିରରୁ ଅଷ୍ଟଧାତୁ ,ଘଣ୍ଟ, ସହ ଠାକୁରଙ୍କ ବ୍ୟବହାର୍ଯ୍ୟ ପିତଳ ଜିନିଷ ଚୋରି ଘଟଣା ସହିତ ବାଣପୁର ଦୁଇଟି ଏଟିଏମ୍ କାଉଣ୍ଟରରୁ ଟଙ୍କା ଚୋରି ଘଟଣାରେ ବାଣପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ପରିଚୟ ଭୀମପୁରର ଦିପକ ତ୍ରୀପାଠି ବୋଲି ଜଣାପଡିଛି । ଦିପକ ଠାରୁ ପିତଳ ସାମଗ୍ରୀ ସହ ନଗଦ ୪ ହଜାର ଟଙ୍କା ଜବତ କରାଯାଇଥିବା ବାଲୁଗାଁ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ