କିନ୍ନରଙ୍କୁ ଦାନ କରନ୍ତୁ କଉଡ଼ି

ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିର୍ବିଦଙ୍କ ମତରେ ଏମାନଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ମଙ୍ଗଳ ଓ ବୁଧ ଗ୍ରହକୁ ପ୍ରସନ୍ନ କରିବାକୁ ହେଲେ କିନ୍ନରଙ୍କ ସେବା କଲେ ଏହା ଶୀଘ୍ର ପ୍ରାପ୍ତି ହୋଇଥାଏ । ସେହିପରି ଦୀର୍ଘଦିନ ଅସୁସ୍ଥ ଥିବା ବ୍ୟକ୍ତି କିନ୍ନରଙ୍କୁ ଦାନ କଲେ ଶୁଭଫଳ ମିଳିଥାଏ । ଝିଅଙ୍କ ବିବାହ ବିଳମ୍ବ ହେଉଥିଲେ କିନ୍ନରଙ୍କୁ ସବୁଜ ରଙ୍ଗର କାଚ ଚୁଡି ଦାନ କଲେ ବିବାହ ରାଶି ଖୋଲିଯାଇଥାଏ ବୋଲି କୁହାଯାଏ । ବ୍ୟବସାୟରେ ଉନ୍ନତି ପାଇଁ କିନ୍ନରଙ୍କୁ କଉଡି ଦାନ କରିବା ଭଲ । ଏମିତି କଲେ ଅର୍ଥର ଅଭାବ ରୁହେନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ