ମାଣିତରା ମେଡିକାଲରେ ଜନ ଆରୋଗ୍ୟ ସମିତି ବୈଠକ

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାର କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ଏକ ବୈଠକ ଜିଲ୍ଲା ପରିଷଦ ସଦସ୍ୟା ତଥା ମେଡିକାଲ ପରିଚାଳନା କମିଟିର ସଭାନେତ୍ରୀ ଭୁବନେଶ୍ଵରୀ ଖଟେଇଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ମାଣିତରା ମେଡିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ମାଣିତରା ଡାକ୍ତର ଦୂର୍ଗା ପ୍ରସାଦ ବିଶ୍ୱାଳ, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପି.ଏଚ.ଇ.ଓ. ରଜନୀ ପୃଷ୍ଟି, ବି.ପି.ଏମ. ବିଶ୍ଵଜିତ ପ୍ରଧାନ, ଓ ବି.ଏ.ଏମ. ସଞ୍ଜୟ କୁମାର ବରାଡ଼, କନିଷ୍ଠ ଯନ୍ତ୍ରୀ ଦୀପାଞ୍ଜଳି ପଣ୍ଡା, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ବିଶ୍ୱାଳ ମେଡିକାଲର ବିଭିନ୍ନ ଯୋଜନା ବିଷୟରେ ପଢି ଶୁଣାଇବା ପରେ ସେହି ବିଷୟ ନେଇ ଆଲୋଚନା ହୋଇଥିଲା। ଆଲୋଚନାରେ ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ପଣ୍ଡା, ଅନିଲ କୁମାର ମହାରଣା, ଜୟଦେବ ରାଉତ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଏଏନଏମ କୃଷ୍ଣପ୍ରିୟା ପଣ୍ଡା, ମାଣିତରା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଏନଏମ ପ୍ରତିମା ସ୍ୱାଇଁ, ଗୋଳାବନ୍ଧ ଏଏନଏମ ଦମୟନ୍ତୀ ନାୟକ, ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଷ୍ଟାପ ନର୍ସ ବିରଜା ତ୍ରିପାଠୀ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଯନ୍ତ୍ରୀ ଦୀପାଞ୍ଜଳି ପଣ୍ଡା, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ବିଶ୍ୱାଳ ମେଡିକାଲର ବିଭିନ୍ନ ଯୋଜନା ବିଷୟରେ ପଢି ଶୁଣାଇବା ପରେ ସେହି ବିଷୟ ନେଇ ଆଲୋଚନା ହୋଇଥିଲା। ଆଲୋଚନାରେ ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ପଣ୍ଡା, ଅନିଲ କୁମାର ମହାରଣା, ଜୟଦେବ ରାଉତ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଏଏନଏମ କୃଷ୍ଣପ୍ରିୟା ପଣ୍ଡା, ମାଣିତରା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଏନଏମ ପ୍ରତିମା ସ୍ୱାଇଁ, ଗୋଳାବନ୍ଧ ଏଏନଏମ ଦମୟନ୍ତୀ ନାୟକ, ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଷ୍ଟାପ ନର୍ସ ବିରଜା ତ୍ରିପାଠୀ, ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ