ମାତିଲେ ମାଓବାଦୀ

ମାତିଲେ ମାଓବାଦୀ
ମାତିଲେ ମାଓବାଦୀ

ମାଲକାନଗିରି (ଯୁଗାବ୍ଦ ନ୍ୟୁଜ) କିଛିଦିନର ନୀରବତା ପରେ ମାଲକାନଗିରି ମାଓପ୍ରବଣ ଅଞ୍ଚଳରୁ ଦୁଇଜଣଙ୍କୁ ଅପହୃତ କରିନେଇଯାଇଛନ୍ତି ମାଓବାଗଦୀ । ସୁଚନାନୁସାରେ, ଶୁକ୍ରବାର ଏକାଧିକ ମାଓବାଦୀ ମେଳୀ ହୋଇ ଗାଁ ମଧ୍ୟକୁ ପ୍ରବେଶ କରିଥିଲେ । ଏବଂ ଦୁଇଜଣଙ୍କୁ ଡାକିନେଇଥିଲେ । ଏହାପରେ ଏହି ଦୁଇଜଣଙ୍କର କୌଣସି ପତ୍ତା ମିଳୁନଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।  

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ