ମାନବିକତା ଦେଖାଇଲେ କୁକୁଡ଼ାଖଣ୍ଡି ତହସିଲଦାର
କୁକୁଡ଼ାଖଣ୍ଡି, (ହିମାଂଶୁ ପାଢ଼ୀ):ଜଣେ ଅଶହାୟ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇ ନିଜ ମାନବିକତାର ପରିଚୟ ଦେଇଛନ୍ତି କୁକୁଡ଼ାଖଣ୍ଡିର ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ରାତ୍ର ୯ଘଣ୍ଟ ସମୟରେ ଗୁରୁଣ୍ଠ ଶିବ ମନ୍ଦିର ନିକଟରେ ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଡାକ୍ତରଖାନା ନେଇଥିଲେ ସ୍ଥାନୀୟ ଆଶା କର୍ମୀ ମଧ୍ୟ୍ୟ ଉପସ୍ଥିତ ଥିଲେ