ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବୈଠକ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକ ସରକାର, ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦ୍ବାରା ଆରମ୍ଭ ହୋଇଥିବା ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାରେ ପରିବ୍ୟାପ୍ତ କରିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଭାବେ ଡଃ ପ୍ରଜ୍ଞା ପାରମିତା ଗିରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୂକ୍ଷିକା ସବିତା ମାଝୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାକାରୀ ଡଃ ବିଜୟ କୁମାର ଦାସ, ଜିଲ୍ଲା ମେଡିକାଲ ଅଧିକାରୀ ଡଃ ଜ୍ଞାନ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ସଂଯୋଜିକା ଡଃ ଦେବଦତ୍ତା, 68 ମାନସ ରଞ୍ଜନ ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ର୍ତ୍ତମାନର ଚିନ୍ତା ପ୍ରମୁଖ ମଞ୍ଚାସୀନ ଥିଲେ। ବର୍ତ୍ତମ ଜୀବନ ଶୈଳୀ, ବିଭିନ୍ନ ପ୍ରକାର ଚିନ୍ ଲୋକଙ୍କୁ ମାନସିକ ରୋଗରେ ପୀଡିତ କରଉଛି। ଏଣୁ ମାନସିକ ସ୍ବାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଡବଲୁଏଚଓ ପକ୍ଷରୁ ମାନସିକ ସ୍ବାସ୍ଥ୍ୟ ନିମନ୍ତେ ପ୍ରଚାର ପ୍ରସାର କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ବେଳେ, ଅଧ୍ୟୟନ, କିଶୋର, କିଶୋରୀ ମାନଙ୍କ ଠାରେ ଦେଖାଯାଉଥିବା ମାନସିକ ସମସ୍ୟା ଓ ଏହାର ଚିକିତ୍ସା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯିବ। ଜିଲ୍ଲାରେ ୨୬ଟି ବ୍ଲକରେ ଥିବା ସମସ୍ତ ଆଦିବା ବାସୀ କ୍ଲଷ୍ଟରରେ ଏହି ସମସ୍ୟା ଜନିତ ଜ ବିଶେଷ ପଦକ୍ଷେପ ନିଆଯିବା ସହିତ କିଭଳି ଭାବେ ଏହି ମାନସିକ ସ୍ବାସ୍ଥ୍ୟ ଜନିତ ସଚେତନତାକୁ ତ୍ବରାନ୍ବିତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଶାର ମୟୂରଭଞ୍ଜ, ଗଜପତି, ଝାରସୁଗୁଡା, ଅନୁଗୁଳ, କେନ୍ଦୁଝର ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାଯାଇଛି।


