ମାଲେସିଆକୁ ହରାଇଲା ୫.୦ରେ ଭାରତ

ଭାରତର ସିନିୟର ମହିଳା ଦଳ ମ୍ୟାଲେସିଆ ଗସ୍ତରେ କରି ୨ ମ୍ୟାଚରେ ବିଜୟୀ ଲାଭ କରିଛନ୍ତି ।ଭାରତୀୟ ଦଳ ମ୍ୟାଲେସିଆକୁ ସହଜରେ ୫-୦ ରେ ପରାସ୍ତ କରିଛି । ବିଜୟ ଲାଭ କରିବା ସହ ୫ ଟି ମ୍ୟାଚର ହକି ସିରିଜରେ ୨.୦ ରେ ଆଗୁଆ ରହିଛି ।ଭାରତୀୟ ନବଜାତ କୈାର ଏହି ଫିଲ୍ଡ ଗୋଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ