ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୪୦ହଜାର ଶହେ ଟଙ୍କା ଦେଲେ ମହିଳା ସରପଞ୍ଚ

ଗଞ୍ଜମ:ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ପଂଚୟତ ର ମହିଳା ସରପଞ୍ଚ ସୁବଶିନୀ ଗୌଡ଼ କରୋନା ସଂକ୍ରମଣ ରୋଗ ର ଭୟାଭୟତା ରୋକିବ ପାଇଁ ସରକାର ଜନସାଧାରଣ ଙ୍କୁ ନିବେଦନ କରିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀରିଲିଫ ପାଣ୍ଠିକୁ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ଜରିଆରେ୪୦ ହଜାର ଶହେ ଟଙ୍କା ପ୍ରଦାନ କରିଛନ୍ତି । ଉକ୍ତ ସମୟରେ ଯୁବ ସମାଜ ସେବୀ କୃଷ୍ଣଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅଭେୟ ଗୌଡ଼, ଅଭିଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ