ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଆଠହଜାର ସାତଶହ ସାତ ଟଙ୍କା ଦେଲେ ସାତୁଳି ଗ୍ରାମ ବାସିନ୍ଦା
ଗଞ୍ଜମ:ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଂଚୟତ ଅନ୍ତର୍ଗତ ସାତୁଳି ଗ୍ରାମ ର ବାସିନ୍ଦା ମାନେ କରୋନା ସଂକ୍ରମଣ ରୋଗ ର ଭୟାଭୟତା ରୋକିବ ପାଇଁ ସରକାର ଜନସାଧାରଣ ଙ୍କୁ ନିବେଦନ କରିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀରିଲିଫ ପାଣ୍ଠିକୁ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ଜରିଆରେ ଆଠ ହଜାର ସାତ ଶହ ସାତଟଙ୍କା ଗ୍ରାମର ବିପ୍ରଜେନା , ଈଶ୍ୱର ଜେନା, ଗାନ୍ଧୀ ବାରିକ ପ୍ରମୁଖ ପ୍ରଦାନ କରିଛନ୍ତି


