ମୁନିଗୁଡାରେ ସରକାରଙ୍କ ସ୍ଵଛଭାରତ କାର୍ଯ୍ୟକ୍ରମ

ମୁନିଗୁଡା,(ଯୁଗାବ୍ଦ ନ୍ୟୁଜ):ସରକାରଙ୍କ ସ଼ୂଛଭାରତ କାର୍ଯ୍ୟକ୍ରମ ଉଦାହରଣ ଦେଖିଵାକୁ ମିଳିଛି ମୁନିଗୁଡା ବସଷ୍ଟାଣ୍ଡରେ । କେତେକ ଲୋକ ବସଷ୍ଟାଣ୍ଡ ର ଅଳିଆ ଆବର୍ଜନା ନିଷ୍କାସନ ନକରି ଵନ୍ଦ ରହିଥିବା ଏହି ଷ୍ଟାଣ୍ଡ ଭିତର ଦୋକାନ ଆଗରେ ଏହି ଆବର୍ଜନା ଗଦାକରୁଥିଵାରୁ ଅସ୍ଵାସ୍ଥକର ପରିବେଶ ସୃଷ୍ଟି ହେଉଛି। ଗ୍ରାମପଞ୍ଚାୟତ ଏଥିପାଇଁ ଵହୁଅର୍ଥ ଵ୍ୟୟକରୁଥିବା କାଗଜପତ୍ରରେ ଦର୍ଶାଉଥିଵାଵେଳେ ଏହା ସଫାହୋଇନଥିଵା ମନିଗୁଡା ପଞ୍ଚାୟତ ପାଇଁ ଦୁର୍ଭାଗ୍ୟ । ବସଷ୍ଟାଣ୍ଡ ର ଆୟ କେଉଆଡେ ଯାଉଛି? ନିଲାମ କରାଯାଉ ନାହିଁ କାହିଁକି ?ଏଥିରେ କାହାସ୍ବାର୍ଥ ଥାଇ ପଞ୍ଚାୟତ ଆୟ ହ୍ରାସ ଘଟୁଛି ସରକାର ଏଥିରେ ଦ୍ରୁଷ୍ଟିଦେଇ ତୁରନ୍ତ ଏହି ନର୍ଦମା ସଫା କରାଇବା ସହ ଵସ ଷ୍ଟାଣ୍ଡ କୁ ପଞ୍ଚାୟତ କିମ୍ବା ତହସିଲ ସ୍ଇରାତ କୁ ନେଇ ନିଲାମ କରାଗଲେ ରାଜସ୍ଵ ବୃଦ୍ଧି ହେବା ସହ ଷ୍ଟାଣ୍ଡ ସଫା ରହିବ ଵୋଲି ସାଧାରଣରେ ଲୋକମାନେ ଦାବି କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ