କ୍ରୀଡ଼ା ମୁମ୍ବାଇ ପଞ୍ଜାବ ମଧ୍ୟରେ କଡା ଟକ୍କର 30/03/201930/03/2019 admin 0 Comments ମୁମ୍ବାଇ ପଞ୍ଜାବ ମଧ୍ୟରେ କଡା ଟକ୍କର ଚଣ୍ଡିଗଡ଼: ଚଳିତ ଆଇପିଏଲର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ କିଙ୍ଗସ ଇଲେଭେନ ପଞ୍ଜାବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। Spread the love