ମୋହନା ବନ ବିଭାଗ କାର୍ଯ୍ୟଳୟ ରେ ଚାରା ବିତରଣ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବନ ବିଭାଗ କାର୍ଯ୍ୟଳୟ ସମ୍ମୁଖ ରେ ଖୋଲିଲା ଚାରା ବିତରଣ କେନ୍ଦ୍ର ଜିଲ୍ଲା ବନ ବିଭାଗ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ମୋହନା ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ ବାହୁଡା଼ ଯାତ୍ରା ରେ ଆରମ୍ଭ କରିଥିଲେ ଗାଡ଼ି ଯୁଗେ ଫରେଷ୍ଟର ଦେବାଶିଷ ଶତପଥୀ ବର୍ଷା ପଟ୍ଟନାୟକ ସମେତ କରମଚାରୀ ଉପସ୍ଥିତ ରହି ଗୋଟିଏ ଚାରା କୁ ଏକ ଟଙ୍କା ଦେଈ ଆଧାର କା୍ଡ ନେଇ ବିତରଣ କରିଛନ୍ତି ଏଥିରେ ବିଭିନ୍ନ ଫଳ ଗଛ ସମେତ ଔଷଧ ଗଛ ମଧ୍ୟ ରହିଛି ଯାହାକି ନୀଜ୍ ବଗିଚା ରେ ଲଗାଇ ନିଜେ ଫଳ ବିକ୍ରି କରି ସବାଲମ୍ବି ହୋଇପାରିବେ ବୋଲି କଳ୍ପନା ନାୟକ କହିଛନ୍ତି


