ମୋ ହସ୍ପିଟାଲ ମୋ ଗର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌) : ବ୍ଲକ ସମ୍ମିଳନୀ କକ୍ଷ ରେ କୁକୁଡାଖଣ୍ଡି ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ମୋ ହସ୍ପିଟାଲ ମୋ ଗର୍ଵ କାଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଗ୍ରାମକୁ ସ୍ୱଚ୍ଛ ରଖିବା ପାଇଁ ,ପ୍ଲାଷ୍ଟିକ ସଂପୂର୍ଣ୍ଣ ବର୍ଜନ କରିବା ପାଇଁ ରାଲି କରିସଚେତନତା କରାଇବା।ହସ୍ପିଟାଲ କୁ କୌଣସି ବ୍ୟକ୍ତି ଦାନ କରିବାକୁ ଚାହୁଁଥିଲେ ଉକ୍ତ କାଯ୍ୟକ୍ରମ ଜରିଆରେ ଦାନ ମଧ୍ୟ ଦେଇପାରିବେ ।ନୂତନ କରି ମେଡିକାଲ ପଷରୁ ଏପରି ଆଭିନବ ପ୍ରୟାଶ ଆରମ୍ଭ କରାଯାଇଥିବା ରୁ ସ୍ଥାନୀୟ ବାସିନ୍ଧା ଏହାକୁ ସ୍ବାଗତ କରିଛନ୍ତି।ମେଡିକାଲ ସମସ୍ତ ପୋଗ୍ରାମରେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରୁଥିବା ବେଳେ ମେଡିକାଲ କୁ ସରସ ସୁନ୍ଦର ପ୍ରଶାସନ ପଷରୁ କରାଯାଉନଥିବାରୁ ବୈଠକରେ ଷୋଭ ପ୍ରକାଶ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଏ. ଚେନେୟା ଯୋଗ ଦେଇଥିବା ବେଳେ ହୋମିଓପାଥିକ ଡାକ୍ତରବିଜୟଲଷ୍ମୀ ପଣ୍ଡା,ବିପିଏମ ସୋହସପଟନାୟକ,ସ୍ବାସ୍ଥ୍ୟକମୀ କେ.କ୍ରଷ୍ନାକୁମାରୀ କଂ ସହ ସମସ୍ତ ପଞାୟତ କାଯ୍ୟନିବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ