‘ମ୍ୟାନ୍ ଭର୍ସେସ ୱାଇଲଡ୍ ‘ ରେ ମୋଦି

(ଯୁଗାବ୍ଦ ନ୍ୟୁଜ) ବିଶ୍ୱର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ୍ ଭର୍ସେସ ୱାଇଲଡ୍ ‘ ବେୟର ଗ୍ରିଲ୍ସ ଙ୍କ ସହ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁ ଦେଖିବାକୁ ମିଳିବ । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖ ରାତି ୯ ଟାରେ ୧୨ଟି ଡିସ୍କଭରୀ ଚ୍ୟାନେଲରେ ୮ଟି ଭାଷାରେ ଏହି କାର୍ଯ୍ୟକ୍ରମପ୍ରସାରିତ ହେବ। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଆସିଥିଲେ। ଓବାମା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଓବାମା ଜଳବାୟୁ ପରିବର୍ତ୍ତନ ଏବଂ ବନ୍ୟ ଜୀବଜନ୍ତୁଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ବେୟରଙ୍କ ସହ ଆଲୋଚନା କରିଥିଲେ। । ଏଥିରେ ମୋଦି ପରିବେଶ ସଂରକ୍ଷଣ ବ୍ୟତୀତ ସେ ସମ୍ପର୍କିତ ବେଶ୍ କିଛି ପ୍ରସଙ୍ଗରେ ମତ ରଖିବେ। ଏହା ସହିତ ମୋଦି ଗ୍ରିଲ୍ସଙ୍କ ସହ କିଛି ଜଙ୍ଗଲୀ ଅନୁଭୂତି ସାଉଁଟିବେ। ଏହି ଭିଡିଓରେ ମୋଦି ହିନ୍ଦୀରେ ଏବଂ ଗ୍ରିଲ୍ସ ଇଂରାଜୀରେ ବାର୍ତ୍ତାଳାପ କରୁଥିବା ନଜର ଆସିବେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ