ଯନ୍ତ୍ରୀଙ୍କ ପଦେ।ନ୍ନତିରେ ଅନିୟମିତତା ପ୍ରତିବାଦରେ ଅ।ନ୍ଦେ।ଳନ ନିଷ୍ପତ୍ତି

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଟାଟା ପାୱାର ଅ।ସିକା ଅଧିକ୍ଷଣ ଯନ୍ତ୍ରୀଙ୍କ କାଯର୍‌ୟାଳୟରେ ପଦେ।ନ୍ନତିରେ ଅନିୟମିତତା ପ୍ରତିବାଦରେ ଓଏସଇବି ଶ୍ରମିକ ମହାସଂଘ ପକ୍ଷରୁ ଅ।ନ୍ଦେ।ଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଏକ ବୈଠକ ନବୀନ ଭବନ ପରିସରରେ ସଂଗଠନର ବରିଷ୍ଠ ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଥିଲା । ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଅ।ଲେ।ଚନା କରାଯାଇଥିଲା । ସେହିପରି କ୍ରମାଗତ ଭାବେ ଅ।ସିକା ସର୍କଲରେ ହେଉଥିବା ପଦେ।ନ୍ନତିରେ ଅନିୟମିତତା ସମ୍ପର୍କରେ ସଂଘ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଶ୍ରମ ବିଭାଗକୁ ବାରମ୍ବାର ଦୃଷ୍ଟି ଅ।କର୍ଷଣ କରାଯାଇଥିଲେ ମଧ୍ୟ ଅ।ସିକା ସର୍କଲର ଅଧିକ୍ଷଣ ଯନ୍ତ୍ରୀ ସମସ୍ତ ନିୟମକୁ ଉଲଂଘନ କରି ମନଇଚ୍ଛା ପଦେ।ନ୍ନତି ଓ ବଦଳି କରୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବେ।ଲି କୁହାଯାଇଥିଲା । ସଂଘର ଅଭିଯେ।ଗକୁ ବିଭାଗୀୟ କର୍ତ୍ତୃପକ୍ଷ ଅ।ଦୌ ଦୃଷ୍ଟି ଦେଉନଥିବାରୁ ଅ।ଗାମୀ ଦିନରେ ଜେ।ରଦାର ଅ।ନ୍ଦେ।ଳନ କରାଯିବ ବେ।ଲି ସଂଗଠନର ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା, କାଯର୍‌ୟକାରୀ ସଭାପତି ଏନ. ଭାସ୍କର ରାଓ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସିଏମଡି ଗ୍ରୀଡ଼କେ ।, ଓଇଅ।ରସି ଚେୟାରମ୍ୟାନ, ମୁଖ୍ୟ ଶାସନ ସଚିବ, ମୁଖ୍ୟ କାଯର୍‌ୟନିର୍ବାହୀ ଅଧିକାରୀ (ଟିପିଏସଓଡିଏଲ)ଙ୍କ ଦୃଷ୍ଟି ଅ।କର୍ଷଣ କରାଯିବା ପାଇଁ ସଂଘ ପକ୍ଷରୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘ କର୍ମକର୍ତ୍ତା ପ୍ରମେ।ଦ କୁମାର ଦାଶ, ସଦାନନ୍ଦ ଚୌଧୁରୀ, ଅଜିତ କୁମାର ପାତ୍ର, ମାନସ ରଞ୍ଜନ ବିଶ୍ୱାଳ, ଚନ୍ଦନ ଶତପଥୀ, ସମୀର କୁମାର ନାୟକ, କାଳୀ ପ୍ରସାଦ ମହାପାତ୍ର, ବସନ୍ତ କୁମାର ପାଣିଗ୍ରାହୀ, ଦ୍ୟୁତିକୃଷ୍ଣ ବିଶ୍ୱାଳ, ଟୁକୁନା କୁମାର ବିଷେ।ୟୀ, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ମୁନି, ସନ୍ତେ।ଷ କୁମାର ପଣ୍ଡା ପ୍ରମୁଖ ଅ।ଲେ।ଚନାରେ ଅଂଶଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୈମାତୃକ ମନେ।ଭାବର ତୀବ୍ର ସମାଲେ।ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ