ଯବାନମାନଙ୍କ ତରଫରୁ ଗୁଳି ବିିନିମୟ ଜାରୀ

ଶ୍ରୀ ନଗର , ଜମ୍ମୁୁ କାଶ୍ମୀର ଅ ନନ୍ତ ନାଗ କିଲ୍ଲାରେ ସୁରକ୍ଷା କର୍ମୀ ମାନଙ୍କ ତରଫରୁ ଆତଙ୍କବାଦୀ ମାନଙ୍କ ବିରୋଦ୍ଧରେ ଦୃଢ ଗୁଳିବିନିମୟ ଜାରୀ ରଖିଛି ।ଜଙ୍ଗଲରେ ଆତଙ୍କବାଦୀ ମାନେ ଜଙ୍ଗଲରେ ଲୁଚି ରହିଥିବାର ସେନା ଖବର ପାଇ ଅପରେସନ ଆରମ୍ଭ କରିଛନ୍ତି । ଆତଙ୍କବାଦୀ ମାନଙ୍କୁ କଡା ଯବାବ ଦେବା ନିମନ୍ତେ ଯବାନ ମାନଙ୍କ ପକ୍ଷରୁ ଆତଙ୍କବାଦୀ ଆଡ୍ଡା କୁ ଘେରିଯାଇ ସେନା ପକ୍ଷରୁ ଗୁଳି ବିନିମୟ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ