ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ମହିଳା ସମାବେଶ

ଛତ୍ରପୁର (ଦେବଦତ୍ତ ମହାରଣା): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ମାଟିଖାଲ ଗ୍ରାମ ଠାରେ ମାଟିଖାଲ ଗ୍ରାମ ଠାରେ ଟ୍ରଷ୍ଟି ସାଗରିକା ପଣ୍ଡା ପୈାରହିତ୍ୟରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । । ଏହି ସମାବେଶରେ ସମାଜରେ ମହିଳା ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରାଯିବା ସହ ବିଭିନ୍ନ ପ୍ରକାର ନାଚ ଓ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଟ୍ରଷ୍ଟି ସାଗରିକା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯଶୋଦା ଫାଉଣ୍ଡେସନର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ