ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ରେ ଇଷି ଅଗ୍ରୱାଲ ରାଇରଙ୍ଗପୁର ମହାବିଦ୍ୟାଳୟର ଟପର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବୁଧବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ତରଫରୁ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗୁଆ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ଛାତ୍ରଛାତ୍ରୀ ଶତକଡା ୮୭ ଭାଗ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ୧୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୪ ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ ୩୦ ଜଣ ପ୍ରଥମ ଶ୍ରେଣୀରେ,୩୪ ଜଣ ୨ୟ ଶ୍ରେଣୀରେ ଏବଂ ୪୦ ଜଣ ୩ୟ ଶ୍ରେଣୀରେ ପାଶ୍ଚାତ୍ୟ କରିଛନ୍ତି ବୋଲି ଅଧ୍ୟକ୍ଷ କୁବେର ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଇଶା ଅଗ୍ରୱାଲ ସର୍ବାଧିକ ୫୨୩ ମାର୍କ ରଖି କଲେଜର ଟପର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ