ଯୁବକଙ୍କୁ ହତ୍ୟା
ଭଂଜନଗର- ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗ୍ରାମର ଦୀନବନ୍ଧୁ ସ୍ୱାଇଁ ନାମକ ଯୁବକକୁ ହତ୍ୟା । ଗତ ୪ ଦିନ ତଳେ ସେ ବିବାହ କରିଥିଲେ । ଗତକାଲି ସଂଧ୍ୟା ରେ ପୋଖରୀ କୁ ଗାଧେଇବା ପାଇଁ ଯାଇଥିବା ବେଳେ ମୁଖା ପିନ୍ଧା ୩ଜଣ ଆସି ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ର କାରଣ ଜଣାପଡିନଥିବା ବେଳେ ଜଗନ୍ନାଥପ୍ରସାଦ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।