ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକପରୀକ୍ଷା

ଢେଙ୍କାନାଳ, (ତାପସଦାସ):ଆଜି ଠାରୁ ମାଟ୍ରିକ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରାପିଲାମାନେ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇ ଯିବେ । ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ପରୀକ୍ଷା ହଲ୍ ବାହାରେ ରଖି ଭିତରକୁ ଯିବେ ।Matric Exam ୨୦୨୪: ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୪ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୩ ହଜାର ୪୭ ଟି ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା । ଦୁର୍ଗମ ଅଞ୍ଚଳର ୨୧ ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।ଢେଙ୍କାନାଳ ଜିଲ୍ଲା ର ଗଁଦିଆ ବ୍ଲକର ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଭାବରେ ମାଟ୍ରିକପରୀକ୍ଷା ହୋଇଥିବା ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ