ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୁମିକମ୍ପ

ନୂଆଦିଲ୍ଳୀ,(ଯୁଗାବ୍ଦ ନ୍ୟୁଜ୍) : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଳୀର ଏନସିଆର ବ୍ୟତୀତ କିଛି ସ୍ଥାନରେ ଭୂମିକମ୍ପ ହୋଇଛି । ଏହି ଭୁମିକମ୍ପ କେନ୍ଦ୍ର ଭାରତ ନେପାଳ ଠାରେ ଚିହ୍ନଟ କରାଯାଇଛି । ଭୂମିକମ୍ପର ରିଚର ସ୍କେଲରେ ତିବ୍ରତା ୫.୩ ରହିଛି । ଦିଲ୍ଲୀ ଏନସିଆର ବ୍ୟତୀତ  ଚଣ୍ଡିଗଡ,ନେଇଡା,ଓ ଗୁରୁଗ୍ରାମ, ଆଦି ସ୍ଥାନରେ ଭୁମିକମ୍ପ ସମେତ ଏହାର ପ୍ରଭାବରେ ଉତ୍ତରାଖଣ୍ଡ ଓ ଉତ୍ତରାପ୍ରଦେଶରେ ଭୁମିକମ୍ପର ଅନୁଭୁତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ