ରାଜପୁର ୟୁ.ପି ସ୍କୁଲ ର ୧୫ତମ ବର୍ଷିକ ଉତ୍ସବ

ଗଞ୍ଜାମ- ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର୧୫ତମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏସ୍.ଏମ.ସି ର ସଭାପତି କୁନ୍ତୀ ମୁଦୁଲିଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ସରପଞ୍ଚ ସନ୍ତୋଷ କୁମାର ସେଠୀ । ମୁଖ୍ୟବକ୍ତା ରୁପେ ରାଜପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷଣ ତରାଇ, ସଂମ୍ମାନିତ ଅତିଥି ରୂପେ ସିଆରସିସି ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷକ ସୁକାନ୍ତ ଚୌଧୁରୀ କ।ର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ସନ୍ତୋଷ ଚୌଧିରି । ଏହି ଅବସରରେ ସଂସ୍କୃତିକ କାର‌୍ୟ୍ୟକ୍ରମ ବିଦ୍ୟର୍ଥୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ