ରାଣିପେଣ୍ଠା ସ୍ଥିତ ନିୟତି ଭିନ୍ନକ୍ଷମଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ରବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନିୟତିର ସମସ୍ତ ଛାତ୍ର ଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୪୦ ରୁ ଉର୍ଦ୍ଧ୍ୱ ସେଇଟି ପୋଷାକ ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ମହେଶଚରଣ ଦାଶଙ୍କ ଦ୍ଵାରା ବଣ୍ଟନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀଅଧିକ୍ଷକ ଜୟରାମ ଶତପଥୀ ଯୋଗ ଦାନ କରି ଦେଶ ଓ ଜାତିର ଶ୍ରେଷ୍ଠତା କୁ ବୃଦ୍ଧି କରାଇବାକୁ ହେଲେ ଭାରତୀୟ ମାନେ ଭିନ୍ନ କ୍ଷମଙ୍କ ପ୍ରତି ସମ୍ମାନ ଜଣାଇବାକୁ ପଡ଼ଵ କହିଥିଲେ।ଅନୁଷ୍ଠାନର ସମ୍ପlଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭାଗବତପାଢ଼ୀ, ଡ.ଅଜୟତ୍ରିପାଠୀ, ଅଧ୍ୟକ୍ଷା ସ୍ନେହଲତାପାଣିଗ୍ରାହୀ, ଶାଶ୍ଵତୀବେବର୍ତ୍ତା, ଅନିତାଅଧିକାରୀ, ରୁଚିଅଧିକାରୀ, ଯୋଗଦାନ କରିଥିବାବେଳେ ଅଧ୍ୟାପକ ସୌଦାଗରସିଅ ଧନ୍ୟବାଦ ଅର୍ପଣକରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ