ରିଲିଜ ହେଲା ଓଡିଶା ର ପ୍ରଥମ ବାୟୋପିକ ଫିଲ୍ମ “ଛବିରାଣୀ”

୧୯୮୦ ଦଶକରେ କରାଜ୍ୟ ରାଜନୀତି କୁ ଦୋହଲାଇ ଦେଇଥିବା ଛବିରାଣୀ ଉପରେ ଆଧାରିତ ଓଡିଶା ର ପ୍ରଥମ ବାୟୋପିକ ଚଳଚିତ୍ର ଗତ ଶୁକ୍ରୂବାର ୩୬ଟି ସିନେମା ହଲ୍ରେ ରିଲିଜ୍ ହୋଇଛି ।। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅମନ୍, ଚନ୍ଦ୍ରାଣୀ, ସିଦ୍ଧାନ୍ତ, ଅନୁ ଚୌଧୁରୀ। ଏହି ୪ଜଣଙ୍କ ବ୍ୟତୀତ ଫିଲ୍ମରେ ବାବୁ ପ୍ରଧାନ, ସନ୍ଦୀପ ପାଣି, ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ