ରେଭନଦୀରେ ବୁଡି ଯୁବକଙ୍କ ମୁର୍ତ୍ୟୁ
ଧମାନଗର (ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ଗଢିଆଳି ପଞ୍ଚାୟତ ସୁବାନପୁର କାକୁଡିଗଢିଆ ଗ୍ରାମ ଠାରେ ଏକ ଅଭାବନିଅ ଘଟଣା ଦେଖିବାକୁ ମିଳିଛି ଯାହା ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ହଁ ଆଜ୍ଞା ଆମେ କହୁଛୁ ସୁବାନପୁର ଗାଁର ଘଟଣା.ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି ଏମିତିଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି ଶଙ୍କର୍ଷଣ ପ୍ରଧାନ ଙ୍କ ପୁଅ ଖଗେଶ୍ୱର ପ୍ରଧାନ (୪୭)ବିଲକୁ କାମ କରିବାକୁ ଯାଇଥିଲେ ବିଲରୁ ଫେରି ଗାଁ କୁ ଲାଗି ବହିଯାଇଥିବା ରେଭନଦୀକୁ ଗାଧୋଇବାକୁ ଯାଇଥିଲେ ହେଲେ ଫେରିବା ବିଳମ୍ବ ହେବାରୁ ଘରଲୋକ ଖୋଜା ଖୋଜି କରିବାରୁ ନଦୀର ଏକ ପାର୍ଶ୍ୱରେ ଏକ ବୁଦାମୂଳେ ଦେଖିବାକୁ ପାଇଥିଲେ ଖଗେଶ୍ୱରଙ୍କ ଶରୀର ଭାସିବାର ଗ୍ରାମବାସି ମାନେ ପାଣିରୁ ଉଠାଇ ପ୍ରଥମେ ଅସୁରାଳି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଥିଲେ।ସେଠାରେ ଦାଇତ୍ୱରେ ଥିବା କର୍ମଚାରୀ କିଛିନଜାଣିପାରି ସଙ୍ଗେ ସଙ୍ଗେ ଭଦ୍ରକ ସ୍ଥାନାନ୍ତର କରିଦେଇଥିଲେ ।ଭଦ୍ରକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଂଚିବାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଶବ ବେବଛେଦ ପାଇଁ ପଠାଇ ଥିଲେ।


