ଲିଙ୍ଗରାଜ ମନ୍ଦିରର ଚର୍ତୁପାଶ୍ୱର୍ ଉଚ୍ଛେଦ ଜାରୀ ରହିବ କମିସନର

ଭୂବନେଶ୍ୱର: ପୁରୀର ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ଜାରୀ ରହିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୈାଧୁରୀ । ଏଥିସହ ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରେ ଦୋକାନ କରିଥିବା ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।ଗତକାଲି ଲିଙ୍ଗରାଜ ଥାନା କୁ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ସଦସ୍ୟ । ଅନ୍ୟପଟେ ଲିଙ୍ଗରାଜ ମନ୍ଦିରର ଚର୍ତୁପାଶ୍ୱର୍ ପରିଷ୍କାର ସହ ସୈାନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ କାର୍ଯ୍ୟ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ