ଶାନ୍ତିଲତାଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଶାଳବଣି ଗ୍ରାମର ବରିଷ୍ଠ ବିଜେଡି ନେତା ସୁଦର୍ଶନ ମଲ୍ଲିକଙ୍କ ଧର୍ମପତ୍ନୀ ଶାନ୍ତିଲତା ମଲ୍ଲିକଙ୍କ ଏକାଦଶାହ ଅବସରରେ ତାଙ୍କ ନିଜ ଗ୍ରାମ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା (ଶାଳବଣୀ) ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ଅନୁସୁୟା ବେହେରା, ସମାଜସେବୀ ଅମୁଲ୍ୟ କୁମାର ହାତୀ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, କୃପାସିନ୍ଧୁ ମଲ୍ଲିକ, ବନମାଳୀ ରାଉତ, ରମାକାନ୍ତ ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ଅନାଦି ଚରଣ ମଲ୍ଲିକ, ପବିତ୍ର ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ, ଜୟଦେବ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ, ଅନାମ ଚରଣ ଲେଙ୍କା, ଗୟାଧର ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ହାତୀ, ସିନିଲ କୁମାର ମଲ୍ଲିକ, ଶରତ କୁମାର ମଲ୍ଲିକ, ମାନସ କୁମାର ମଲ୍ଲିକ, ଅସିତ ବାରିକ, ଚିନ୍ତାମଣି ନାୟକ, ଶଙ୍କର୍ଷଣ ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶାନ୍ତିଲତାଙ୍କ କର୍ମମୟ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । ମହେଶ୍ୱର ମଲ୍ଲିକ, ଆୟୁଷ ରଞ୍ଜନ ମଲ୍ଲିକ, ପିୟୁଷ ରଞ୍ଜନ ମଲ୍ଲିକ, ଦୀପକ ମଲ୍ଲିକ, ସୁଶିଳ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ