ଶିବସେନା ଓ ହିନ୍ଦୁସେନାର ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି
ଶ୍ରୀଲଙ୍କା ପରେ ଭାରତର ପାଳି । ଶ୍ରୀଲଙ୍କା ଆତଙ୍କବାଦୀ ଙ୍କ ବଡଧରଣର ଆକ୍ରମଣ ପରେ ବୁର୍ଖା ଉପରେ ଶ୍ରୀଲଙ୍କା ପ୍ରଶାସନ ବୁର୍ଖା ଉପରେ କଟକଣା ଲଗାଇଛି । ସେହିପରି ଭାରତ ବର୍ଷରେ ବୁର୍ଖା ଉପରେ ରୋକ ଲଗାଇବା ପାଇଁ ଉଭୟ ଶିବସେନା ଓ ହିନ୍ଦୁସେନା ଦାବୀ କରିଛନ୍ତି । ଶିବସେନା ମୁଖ୍ୟ ସାମାନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ବୁର୍ଖା ଉପରେ କଟକଣା ଲଗାଇବାକୁ ଦାବି ରଖିଛି ।ଭୋପାଳ ର ବିଜେପି ପ୍ରାର୍ଥୀ ମ।।ନ ସମର୍ଥନ ଜଣାଇଛନ୍ତି । ସାମନା ର ସଂମ୍ପାଦକୀୟ ନିଜର ପ୍ରତିକ୍ରିୟା ଜଣାଇ କହିଛନ୍ତି ବୁୁର୍ଖା ଉପରେ କଟକଣା ଲଗାଇବା କିଛି ଆବଶଅ୍ୟକ ନୁହେଁ । ନରସିହ୍ନା ରାଓ କହିଛନ୍ତିି ଯେ ପର୍ଯ୍ୟନ୍ତ ଦେଶରେ ମୋଦି ଅଛନ୍ତି ସେ ପର୍ଯ୍ୟନ୍ତ ଦେଶ ସୁରକ୍ଷିତ ବୋଲି କହିଥିଲେ । ସମସ୍ତ ବୁର୍ଖା ପିନ୍ଧୁଥିବା ମହିଳା ଆତଙ୍କବାଦୀ ନୁହଁନ୍ତି ବୋଲି କହିଥିଲେ ।


