ଶ୍ରମିକ ଦିବସ ଉପଲକ୍ଷେ ଦେବାନ୍ସ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କୁସୁମୀ ବ୍ଲକ୍ ର କେନ୍ଦେରାଇ ଗ୍ରାମ୍ୟ ରେ ଦେବାନ୍ସ ଫାଉଣ୍ଡେସନ ତରଫରୁ ଶ୍ରମିକ ଦିବସ ଉପଲକ୍ଷେ ବୃ୍ଷରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ ର ଟ୍ରଷ୍ଟି ନିରୁପମା ମହାନ୍ତ ତାଙ୍କ ସପୁତ୍ର ଅଭିଜିତ ଙ୍କ ତତ୍ୟବଧନ ରେ ଆୟୋଜିତ କାର୍ଯ କ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ମୁର୍ମୁ, ସ୍ଵତ୍ରନ୍ତ ଅତିଥି ଭାବେ ବିଶିଷ୍ଟ ଚିକିସ୍ତକ ଡକ୍ଟର ଟି କେ ଗୁପ୍ତା, ଅଧ୍ୟାପକ ଗଣେଶ ମିଶ୍ର, ଛାତ୍ର ନେତା ବିକାଶ ମହାନ୍ତ, ମ: ଅରିଫ୍ , ଶିକ୍ଷାବିତ୍ ସାଧୁ ମହାନ୍ତ,ଅଭିନ।ଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୮୦ ଟି ବଡ଼ ଚାରା ଗଛ ରୋପୋନ କରାଯାଇଥିଲା। ଉପସ୍ଥିତ ସଦସ୍ୟ ଓ ଅଥିତି ମାନେ ଆଗାମୀ ଦିନରେ ଅଧିକରୁ ଅଧିକ ବୃ୍ଷରୋପଣ ଓ ସାମାଜିକ କାର୍ଯ କରିବା ପାଇଁ ଟ୍ରଷ୍ଟ ର ସଂଯୋଜିକା ସୁନୀତା ଧ୍ୟାନ ଦେବେ ବୋଲି କହି ଥିଲେ I