ସଙ୍ଗରୋଧ କେନ୍ଦ୍ରରେ ବିଶ୍ଵ ପରିବେଶ ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଲୁହଗୁଡି ସଙ୍ଘରୋଧ କେନ୍ଦ୍ରରେ ବିଶ୍ୱ ପରିବେଶ ଦିବସ ଅବସରରେ ଵୃକ୍ଷ ରୋପଣ କରାଯାଇଛି। ନୋଡାଲ ଅଫିସର ଜିତେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ସଙ୍ଘରୋଧକେନ୍ଦ୍ରରେ ଥିବା ପ୍ରବାସୀମାନେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଛନ୍ତି । ଏହି ବୃକ୍ଷ ରୋପଣ କାଯ୍ୟକ୍ରମରେ ଶିକ୍ଷକ ରବିନ୍ଦ୍ର ଜେନା, ସ୍ୱାସ୍ଥ୍ୟକର୍ମୀ ସୁଶୀଳ ସାହୁ ଓ ପ୍ରିୟଙ୍କା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


