ଅପରାଧ ସଡକ ଦୁର୍ଘଟଣାରେ ଅଜଣା ବ୍ୟକ୍ତି ମୃତ 29/03/201929/03/2019 admin 0 Comments ସଡକ ଦୁର୍ଘଟଣାରେ ଅଜଣା ବ୍ୟକ୍ତି ମୃତ ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ) : ଗତକାଲି ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥର ଭାଗ୍ୟଲକ୍ଷ୍ମୀନଗର ନିକଟରେ ଟ୍ରକ ଧକ୍କାରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଥିବା ଜଣାପଡିଛି । ଖବରପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ୬୪/୨୦୧୯ ନଚରେ କେସ ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । Spread the love