ସଡକ ଦୁର୍ଘଟଣାରେ ଅଜଣା ବ୍ୟକ୍ତି ମୃତ

ସଡକ ଦୁର୍ଘଟଣାରେ ଅଜଣା ବ୍ୟକ୍ତି ମୃତ
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ) : ଗତକାଲି ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥର ଭାଗ୍ୟଲକ୍ଷ୍ମୀନଗର ନିକଟରେ ଟ୍ରକ ଧକ୍କାରେ ଜନୈ ଅଜଚ୍ଚା ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଥିବା ଜଣାପଡିଛି । ଖବରପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ୬୪/୨୦୧୯ ନଚରେ କେସ ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ