ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବରେଡକ୍ରସ ବନମହୋସ୍ଛବ

ଗଂଜାମ, (ବିନୋଦ ପଲାଇ):ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ;ଓ ଏନ୍ଏସ୍ଏସ୍‌ ତରଫରୁ ବନମହୋସ୍ଛବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏବଂ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଶିକ୍ଷା‌ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ଗଡ ଆଖଣ୍ଡଳମଣି ବେହେରା ଓ ଜୟନ୍ତୀ‌ ବେହେରା‌‌ ଙ୍କ ସମେତ ଅନ୍ୟାନ୍ୟ୍ କର୍ମଚାରୀ ବୃନ୍ଦ ‘ ,ଛାତ୍ର ସ୍ଵେଚ୍ଛାସେବୀ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ‌ କରିବାର ଆବଶ୍ୟକତା କୁ ଆଖିରେ ରଖି ଗଛ ଲଗାଇ ଥିଲେ । ଏଥିରେ RRC;YRC;NSS ର ପ୍ରୋଗ୍ରମ ଅଫିସର ମାନେ ଯୋଗଦେଇ ଗଛଟିଏ ଲଗାଅ ଜୀବନ ବଞ୍ଚାଓ ର ସଙ୍କଳ୍ପ ଓ ପ୍ରତିଶୃତି ଦେଇ କାର୍ଯ୍ୟମାନ ଆଗେ ନେଇ ଥିଲେ ।ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ;ଓ ଏନ୍ଏସ୍ଏସ୍‌ ତରଫରୁ ବନମହୋସ୍ଛବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏବଂ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଶିକ୍ଷା‌ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ଗଡ ଆଖଣ୍ଡଳମଣି ବେହେରା ଓ ଜୟନ୍ତୀ‌ ବେହେରା‌‌ ଙ୍କ ସମେତ ଅନ୍ୟାନ୍ୟ୍ କର୍ମଚାରୀ ବୃନ୍ଦ ‘ ,ଛାତ୍ର ସ୍ଵେଚ୍ଛାସେବୀ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ‌ କରିବାର ଆବଶ୍ୟକତା କୁ ଆଖିରେ ରଖି ଗଛ ଲଗାଇ ଥିଲେ । ଏଥିରେ RRC;YRC;NSS ର ପ୍ରୋଗ୍ରମ ଅଫିସର ମାନେ ଯୋଗଦେଇ ଗଛଟିଏ ଲଗାଅ ଜୀବନ ବଞ୍ଚାଓ ର ସଙ୍କଳ୍ପ ଓ ପ୍ରତିଶୃତି ଦେଇ କାର୍ଯ୍ୟମାନ ଆଗେ ନେଇ ଥିଲେ ।ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ;ଓ ଏନ୍ଏସ୍ଏସ୍‌ ତରଫରୁ ବନମହୋସ୍ଛବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏବଂ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଶିକ୍ଷା‌ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର‌‌ ଗୌଡ଼ ଆଖଣ୍ଡଳମଣି ବେହେରା ଓ ଜୟନ୍ତୀ‌ ବେହେରା‌‌ ଙ୍କ ସମେତ ଅନ୍ୟାନ୍ୟ୍ କର୍ମଚାରୀ ବୃନ୍ଦ ‘ ,ଛାତ୍ର ସ୍ଵେଚ୍ଛାସେବୀ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ‌ କରିବାର ଆବଶ୍ୟକତା କୁ ଆଖିରେ ରଖି ଗଛ ଲଗାଇ ଥିଲେ । ଏଥିରେ RRC;YRC;NSS ର ପ୍ରୋଗ୍ରମ ଅଫିସର ମାନେ ଯୋଗଦେଇ ଗଛଟିଏ ଲଗାଅ ଜୀବନ ବଞ୍ଚାଓ ର ସଙ୍କଳ୍ପ ଓ ପ୍ରତିଶୃତି ଦେଇ କାର୍ଯ୍ୟମାନ ଆଗେ ନେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ