ସାମ୍ନାକୁ ଆସିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ “ରେବତୀ’ର ଟିଜର

ରିଲିଜ ହାଇଯାଇଛି ଓଡ଼ିଆ କ୍ଷୁଦ୍ର ଫିଲ୍ମ “ରେବତୀ’ର ଟିଜର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯାଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । ଫିଲ୍ମ “ରେବତୀ’ର କାହାଣୀ ଲେଖିଛନ୍ତି ଜଣାଶୁଣା କଥାକାର ତଥା ମାସିକ ସାହିତ୍ୟ ପତ୍ରିକା କଥାର ସମ୍ପାଦକ ଡ଼.ଗୌରହରି ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ