ସାମ୍ବଦଶମୀରେ ଆଧ୍ୟତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ) ପବତ୍ର ସାମ୍ବଦଶମୀ ଅବସରରେ ଗୋସାଣି ନୂଆ ଗାଁ ବଡ ସାହିସ୍ଥିତ ରାଧାକୃଣ୍ଣ ମନ୍ଦିରରେ ସଧ୍ୟାଆଳତୀ ପରେ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ଏବଂ ବକ୍ତା ଶ୍ରୀ ଜଗନ୍ନାଥ ପଣ୍ଡା ଙ୍କ ଦ୍ୱାରା ଭାଗବତ ପ୍ରବଚନ ପରିବେଶଣ କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ଗ୍ରାମର ବହୁ ଭକ୍ତ ଯୋଗଦେବା ସହ ଭାଗବତ ବାଣୀ ଶ୍ରବଣ କରିଥିଲେ ।


