ସାମ୍ବାଦିକ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟବୀମା କାଯର୍ୟକାରୀ ଦାବିରେ ଦେଶବ୍ୟାପୀ ସାମ୍ବାଦିକମାନଙ୍କୁ ସଂଗଠିତ କରାଯିବ
ଭୁବନେଶ୍ୱର : ଜାତୀୟ ସାମ୍ବାଦିକ ଅୁନିୟନ (ଏନୟୁଜେଅ ।ଇ)ର ରାଷ୍ଟ୍ରୀୟ କାଯର୍ୟକାରିଣୀ କମିଟି ବୈଠକ ଅ ।ନ୍ଧ୍ରପ୍ରଦେଶର ବିଜୟୱାଡ଼ାସ୍ଥିତ ଅମରାବତୀ ଠାରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହେ ।ଇଯାଇଛି । ନୂତନ ସାମ୍ବାଦିକ ମଜୁରୀ ବେ ।ଡ ଗଠନ, ସାମ୍ବାଦିକ ସୁରକ୍ଷା ଓ ପେନସନ ଅ ।ଇନ, ସ୍ୱାସ୍ଥ୍ୟ ବୀମା ଯେ ।ଜନାକୁ କାଯର୍ୟକାରୀ କରିବା କ୍ଷେତ୍ରରେ ଏନୟୁଜେଅ ।ଇ ଭାରତ ବର୍ଷ ସାରା ସାମ୍ବାଦିକମାନଙ୍କୁ ସଂଗଠିତ କରିବ ବେ ।ଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶେ ।କ ମଲ୍ଲିକ ପ୍ରକାଶ କରିଥିଲେ । ଏହି କାଯର୍ୟକାରୀ କମିଟି ବୈଠକରେ ଏନୟୁଜେଅ ।ଇର କେନ୍ଦ୍ରୀୟ ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ମହାନ୍ତି, ଓଡ଼ିଶା ଶାଖା ସଭାପତି ରବି ରଥ, ୟୁପିର ସଭାପତି ରମେଶ ଜେନ୍, ହିମାଚଳ ପ୍ରଦେଶର ସଭାପତି ବଲବର୍ ସିଂ, ଝାଡ଼ଖଣ୍ଡର ସଭାପତି ବିକେ ଶର୍ମା, ପଞ୍ଜାବର ସଭାପତି ଅବ୍ତାର ସିଂ, ଦିଲ୍ଲୀର ସଭାପତି ମନେ ।ଜ ସିଂ, ଏନୟୁଜେଅ ।ଇନର ଉପାଧ୍ୟକ୍ଷ ମନେ ।ଜ ମିଶ୍ର, କେ ।ଷାଧ୍ୟକ୍ଷ ହେମନ୍ତ ବିଷ୍ଣେ ।ଇ, ମଧ୍ୟପ୍ରଦେଶର ବି.ପି. ଅବସ୍ତି, ଚଣ୍ଡିଗଡ଼ର ଦୀପକ କୁମାର, ତେଲେଙ୍ଗାନାର ମୁଖ୍ୟ ତଥା ଏହାର ଅ ।ୟେ ।ଜକ ଉତ୍ପଳା ଲକ୍ଷ୍ମଣ ପ୍ରମୁଖ ସାମ୍ବାଦିକ ବିଭିନ୍ନ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ଅ ।ଲେ ।ଚନା କରି ଏହାର ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଅ ।କର୍ଷଣ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଦ୍ୱିତୀୟ ଦିବସରେ କ୍ରୀଷ୍ଣା ନଦୀ ବ୍ୟାରେଜ୍ ଉପରେ ଏକ ଭାସମାନ ପାଣି ଜାହାଜରେ ୪ ଘଣ୍ଟା ବ୍ୟାପି ସାଙ୍ଗଠନିକ, ଅ ।ର୍ଥିକ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବି•ର ବିମର୍ଶ କରାଯାଇଥିଲା । ସାମ୍ବାଦିକଙ୍କୁ କିଭଳି ସୁରକ୍ଷା ଦିଅ ।ଯାଇପାରିବ ସେ ସମ୍ପର୍କରେ ଅ ।ଲେ ।ଚନା ହେ ।ଇଥିଲା । ବିଜୟୱାଡ଼ା ଠାରେ ଥିବା ମା’ କନକ ଦୁର୍ଗା ମନ୍ଦିର ଓ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରାଯାଇଥିଲା । ଭାରତ ବର୍ଷର ୧୫ଟି ରାଜ୍ୟରୁ କାଯର୍ୟକାରୀ କମିଟି ସଦସ୍ୟ ଓ ରାଜ୍ୟ ସଭାପତିଙ୍କ ସହ ଶତାଧିକ ପ୍ରତିନିଧି ଯେ ।ଗ ଦେଇଥିଲେ । ଓଡ଼ିଶାରୁ ପ୍ରତିନିଧି ଦଳରେ ରାଜ୍ୟ ସଂଗଠନର ସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁ, ନୃସିଂହ ଚରଣ ବାରିକ, ଜୟକୃଷ୍ଣ ମହାପାତ୍ର ପ୍ରମୁଖ ୮ ଜଣ ପ୍ରତିନିଧି ଯେ ।ଗ ଦେଇଥିଲେ ।