ସିଏଏ ଓ ଏନଆରସି ବିରୁଦ୍ଧରେ ଆଜି ଗର୍ଜିବ କଂଗ୍ରେସ
ନୂଆଦିଲ୍ଲୀ, (ଯୁଗ।ବ୍ଦ ନ୍ୟୁଜ) : ସିଏଏ ଓ ଏନଆରସି ବିରୁଦ୍ଧରେ ସ।ର। ଦେଶରେ ଏବେ ଜଳୁଛି ପ୍ରତିବ।ଦର ବହ୍ନି । ଉତ୍ତର ଭ।ରତ ଠ।ରୁ ଆରମ୍ଭ କରି ର।ଜଧ।ନୀ ଦିଲ୍ଲୀ ପର୍ପ୍ୟନ୍ତ ସବୁଆଡେ ଉଠିଛି ପ୍ରତିବ।ଦର ସ୍ୱର । ର।ଜନେତ।ଙ୍କ ଠ।ରୁ ଆରମ୍ଭ କରି ବୁଦ୍ଧିଜୀବି ଓ ଛ।ତ୍ରଛ।ତ୍ରୀମ।ନେ ଏହି ଆଇନକୁ ଜନବିରୋଦ୍ଧୀ କହୁଥିବ। ବେଳେ ସୋମବାର ଏହି ଆଇନ୍ ବିରୁଦ୍ଧରେ ଜ।ତୀୟ କଂଗ୍ରେସ ମହ।ତ୍ମ। ଗାନ୍ଧୀ ଙ୍କ ସମ।ଧୀ ପାଖରେ ବସି ବିରୋଦ୍ଧ ପ୍ରଦର୍ଶନ କରିବ।କୁ ର।ହୁଲ ଗ।ନ୍ଧୀ ସୁଚନ। ଦେଇଛନ୍ତି । ଏହି ପ୍ରତିବ।ଦ ସ୍ୱରରେ ଅଧିକରୁ ଅଧିକ ଜନସ।ଧ।ରଣ ସ।ମିଲ ହେବ।କୁ ସେ ନିବେଦନ କରିବ। ସହ ର।ହୁଲ ଟ୍ୱିଟ କରି ଭ।ରତର ଯୁବ ସମ।ଜ , ଛ।ତ୍ରଛ।ତ୍ରୀମ।ନଙ୍କୁ କେବଳ ଭ।ରତର ନ।ଗରିକ ବୋଲି ଅନୁଭବ କରିବ। ଯଥେଷ୍ଟ ନୁହେଁ ବୋଲି କହିଛନ୍ତି । ଏହ। ସହ ପ୍ରିୟଙ୍କ। ଗ।ନ୍ଧୀ ଭଦ୍ର। ଟ୍ୱିଟ କରି ଏହି କ।ର୍ଯ୍ୟକ୍ରମରେ ଜନସ।ଧ।ରଣଙ୍କୁ ଯୋଗଦେବ।କୁ ନିବେଦନ କରିଛନ୍ତି ।


