ଗ୍ୟାସ ସିଲିଣ୍ଡର ଫାଟି ୪ ଗୁରୁତର

ନୂଆଦିଲ୍ଳୀ- ମଙ୍ଗଳବାର ପଶ୍ଚିମ ଦିଲ୍ଲୀର ଉତ୍ତମନଗରଠାରେ ସିଲିଣ୍ଡର ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ୧୪ ବର୍ଷୀୟା ନାବାଳିକା ସମେତ ସମୁଦାୟ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଏଲ୍ପିଜି ଗ୍ୟାସ୍ ଫାଟିବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ସମସ୍ତ ଆହତମାନଙ୍କୁ ପୁଲିସ୍ ନେଇ ଦୀନ ଦୟାଲ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚିଚି ତଦନ୍ତ ଆରମ୍ଭ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ