ଅପରାଧ ସୂଚନା ଅଧିକାରୀଙ୍କୁ ଆକ୍ରମଣ 13/04/201913/04/2019 admin 0 Comments ସୂଚନା ଅଧିକାରୀଙ୍କୁ ଆକ୍ରମଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ସୂଚନା ଅଧିକାରୀଙ୍କୁ ଆକ୍ରମଣ କରାଯ୍ଧବଥିବା ଅଭିଯୋଗ ହୋଇଛି । ସୂଚନା ଅଥିକାରୀ କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କୁ ୧୦ ଜଣରୁ ଅଧି୍କ ଦୁବୁତ୍ତ ଆକ୍ରମଣ କରିବା ସହ ଅପହରଣ ପାଇଁ ଉଦ୍ୟମ କରୁଥିବା ସେ ଦର୍ଶାଇଛନ୍ତି । ଦୁବୁତ୍ତଙ୍କ କବଳରୁ ଉଦ୍ଧାର କରିଥିବା କଥା ସେ କହିଛନ୍ତି । Spread the love